অর্থ : ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
উদাহরণ :
ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
সমার্থক : ଚେତାବନୀ ଦେବା, ସାବଧାନ କରିବା, ସୂଚେଇ ଦେବା
অন্যান্য ভাষায় অনুবাদ :
सावधान करने के लिए पहले से सूचना देना।
मौसम विभाग द्वारा मछुआरों को समुद्र की ओर न जाने की चेतावनी दी गई है।