অর্থ : ଶବ୍ଦଗୁଡ଼ିକ ଠିକ ଭାବରେ ଉଚ୍ଚାରଣ ନ କରିବାହେତୁ ମଝିରେମଝିରେ କୌଣସି ଶବ୍ଦ ବହୁତ ଅଟକି ଅଟକି କହିବା
উদাহরণ :
ମିତେଶ ଟିକେ ଖନାଏ
সমার্থক : ଥଙ୍ଗେଇବା
অন্যান্য ভাষায় অনুবাদ :
অর্থ : ଶବ୍ଦ ଏବଂ ବର୍ଣ୍ଣ ରହିରହି ଅସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ପ୍ରକ୍ରିୟା
উদাহরণ :
ଛୋଟ ପିଲା ପାଣି ମାଗିବା ସମୟରେ ଖନଉଥିଲା
অন্যান্য ভাষায় অনুবাদ :