অর্থ : ପିଣ୍ଡଖଜୁର ଫଳ ଯାହା ଶୁଖିଲାଫଳ ମଧ୍ୟରେ ଗଣାଯାଏ
উদাহরণ :
କକା କାନ୍ଦୁଥିବା ପିଲାକୁ ଖଜୁରୀ ଖାଇବାକୁ ଦେଲେ
অন্যান্য ভাষায় অনুবাদ :
Sweet edible fruit of the date palm with a single long woody seed.
dateঅর্থ : ନେପାଳର ପର୍ବତାଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାରର ଛୋଟ ଖଜୁରୀ|
উদাহরণ :
ଖଜୁରୀ ପତ୍ରଗୁଡିକରେ ମଧ୍ୟ ଚଟାଇ ତିଆରି କରାଯାଏ କିନ୍ତୁ ତାର ଫଳ ଅନୁପଯୋଗୀ ହୋଇଥାଏ
সমার্থক : ଖଜରା
অন্যান্য ভাষায় অনুবাদ :
Tall tropical feather palm tree native to Syria bearing sweet edible fruit.
date palm, phoenix dactylifera