অর্থ : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
উদাহরণ :
ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
সমার্থক : ବେଣ୍ଟ
অন্যান্য ভাষায় অনুবাদ :
অর্থ : ଆଞ୍ଚ ଉପରେ ବସାଯାଉଥିବା ଧାତୁ ଆଦିର ବଡ଼ ଗୋଲ ପାତ୍ର
উদাহরণ :
କୃଷକମାନେ ଗୁଡ଼ ତିଆରିପାଇଁ ଆଖୁରସକୁ କଡ଼ାରେ ପକଉଛନ୍ତି
সমার্থক : ବଡ଼କରେଇ
অন্যান্য ভাষায় অনুবাদ :
অর্থ : ଯାହା ଚିକଣିଆ ନାହିଁ
উদাহরণ :
ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
অন্যান্য ভাষায় অনুবাদ :
অর্থ : ଯାହାର ପ୍ରକୃତି କୋମଳ ନୁହେଁ
উদাহরণ :
ଆମ ବାପା ବହୁତ କଡ଼ା ପ୍ରକୃତିର
অন্যান্য ভাষায় অনুবাদ :