অর্থ : କୌଣସି ଭୂମି, ସ୍ଥାନ ବା ପଦାର୍ଥର ବର୍ଗାତ୍ମକ ପରିମାଣ ଯାହା, ତାହାର ଦୈର୍ଘ୍ୟ-ଓସାରର ଘାତ ବା ଗୁଣନରୁ ଜଣାପଡ଼ିଥାଏ
উদাহরণ :
ମୋର କୋଠାର କ୍ଷେତ୍ରଫଳ ଚାରିଶହ ବର୍ଗଫୁଟ
সমার্থক : ବର୍ଗଫଳ
অন্যান্য ভাষায় অনুবাদ :
The extent of a 2-dimensional surface enclosed within a boundary.
The area of a rectangle.