অর্থ : ଯେଉଁ ସ୍ଥାନ କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ଆରକ୍ଷିତ ଥାଏ
উদাহরণ :
ସୈନିକମାନଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ଆମେ ପ୍ରବେଶ କରିପାରିବା ନାହିଁ
সমার্থক : ଅଞ୍ଚଳ
অন্যান্য ভাষায় অনুবাদ :
A part of a structure having some specific characteristic or function.
The spacious cooking area provided plenty of room for servants.অর্থ : କଂପ୍ୟୁଟର ବିଜ୍ଞାନରେ ଏକ ବା ଏକରୁ ଅଧିକ ଯେଉଁ ସଂକେତ ସମୂହରେ ସୂଚନାର ଏକ ଏକକ ଥାଏ
উদাহরণ :
କଂପ୍ୟୁଟର ଆଜିର ତାରିଖକୁ ଦିନ,ମାସ ଓ ବର୍ଷ ଏହି ତିନୋଟି ନିର୍ଦ୍ଦିଷ୍ଟ ଫିଲ୍ଡ଼ରେ ଦର୍ଶାଏ
সমার্থক : ଫିଲ୍ଡ଼
অন্যান্য ভাষায় অনুবাদ :
(computer science) a set of one or more adjacent characters comprising a unit of information.
fieldঅর্থ : ଦେବ ସ୍ଥାନ ବା ପୁଣ୍ୟ ସ୍ଥାନ
উদাহরণ :
ବୈଦ୍ୟନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ବୈଦ୍ୟନାଥ କ୍ଷେତ୍ର ଯାଉଥିଲେ
সমার্থক : ତୀର୍ଥ କ୍ଷେତ୍ର, ତୀର୍ଥ ଧାମ, ତୀର୍ଥ ସ୍ଥଳ, ତୀର୍ଥ ସ୍ଥାନ
অন্যান্য ভাষায় অনুবাদ :
অর্থ : ଭାରତର ଚାରି ଦିଗରେ ଅବସ୍ଥିତ ଚାରୋଟି ମୁଖ୍ୟ ତୀର୍ଥ ସ୍ଥାନ
উদাহরণ :
ଚାରି ଧାମ ଭାବେ ବଦ୍ରୀନାଥ,ରାମେଶ୍ୱର, ଜଗନ୍ନାଥପୁରୀ ଏବଂ ଦ୍ୱାରିକା ପରିଚିତ
সমার্থক : ତୀର୍ଥକ୍ଷେତ୍ର, ଦେବଭୂମି, ଧାମ
অন্যান্য ভাষায় অনুবাদ :
A place of worship hallowed by association with some sacred thing or person.
shrineঅর্থ : ସମାଜ ବା ଅର୍ଥ ବ୍ୟବସ୍ଥାର ଅଙ୍ଗ ହୋଇଥିବା ଲୋକ ସମୂହ
উদাহরণ :
ସେମାନେ କୌଣସି ସାର୍ବଜନିକ କ୍ଷେତ୍ରରେ କାମ କରନ୍ତିପବ୍ଲିକ ସେକ୍ଟର ଏବଂ ପ୍ରାଇଭେଟ ସେକ୍ଟର ମଧ୍ୟରେ ବହୁତ ଫରକ ଥାଏ
সমার্থক : ସେକ୍ଟର
অন্যান্য ভাষায় অনুবাদ :
অর্থ : ଘର ଆଦି ତୋଳିବା ପାଇଁ ଉଦ୍ଦିଷ୍ଟ ଭୂମିର ସେହି ବିଶେଷ ଅଶଂ
উদাহরণ :
ତାଙ୍କର ପଞ୍ଜାବରେ ଖଣ୍ଡେ ଭୂମି ଅଛି
অন্যান্য ভাষায় অনুবাদ :
Extensive landed property (especially in the country) retained by the owner for his own use.
The family owned a large estate on Long Island.অর্থ : ଯେଉଁ କ୍ଷେତ୍ରରେ ଜଣେ ସକ୍ରିୟ ବା ଦକ୍ଷ ହୋଇଥାଏ
উদাহরণ :
ସେ ଶିକ୍ଷା କ୍ଷେତ୍ରରେ ଅନେକ ଆଗରେ ଅଛି ଏହି ଉପଗ୍ରହର କ୍ଷେତ୍ର ବହୁତ ବଡ଼ ଏହା ନିୟମ ପରିସରର ବାହାରେ ରାଜନୈତିକ କ୍ଷେତ୍ର ଖୁବ ବଡ଼
সমার্থক : ପରିସର
অন্যান্য ভাষায় অনুবাদ :
एक माना हुआ क्षेत्र जिसमें कोई सक्रिय रहे, कार्य करे, संचालित हो या उस क्षेत्र में नियंत्रित हो या उसकी शक्ति बनी रहे।
वह शिक्षा के क्षेत्र में बहुत ही आगे है।An area in which something acts or operates or has power or control:.
The range of a supersonic jet.অর্থ : ବିକିରଣ କରୁଥିବା ପିଣ୍ଡର ଚାରିପଟ ଥିବା ଜାଗା ଯେଉଁଠି ବୈଦ୍ୟୁତିକ ଚୁମ୍ବକୀୟ ଦୋଳନ ତା ସମ୍ପର୍କରେ ନ ଆସୁଥିବା ଅନ୍ୟ ପିଣ୍ଡ ଉପରେ ଆଘାତ କରେ
উদাহরণ :
ଏହି ପିଣ୍ଡର କ୍ଷେତ୍ର ବହୁତ ଶକ୍ତିଶାଳୀ
সমার্থক : ପ୍ରଭାବ କ୍ଷେତ୍ର, ଶକ୍ତି କ୍ଷେତ୍ର
অন্যান্য ভাষায় অনুবাদ :
* विकिरण करनेवाले पिंड के चारों ओर की जगह जिसमें विद्युत चुम्बकीय दोलन उसी तरह के दूसरे पिंड पर जो उसके संपर्क में नहीं है, जोर लगाता है।
इस पिंड का क्षेत्र बहुत शक्तिशाली है।The space around a radiating body within which its electromagnetic oscillations can exert force on another similar body not in contact with it.
field, field of force, force fieldঅর্থ : କୌଣସି ଲମ୍ବ ବା ଚଉଡ଼ା ଅଂଶ ଥିବା ଏକ ସ୍ଥଳ ଭାଗ
উদাহরণ :
ଆକାଶକ୍ଷେତ୍ରରେ ଖଗୋଳିୟ ପିଣ୍ଡ ଥାଏ ଏହା ଭାରତର କୃଷି ଉତ୍ପାଦକ କ୍ଷେତ୍ର
সমার্থক : ଭାଗ
অন্যান্য ভাষায় অনুবাদ :
অর্থ : ଭୂଭାଗର ଏକ ଅଂଶ
উদাহরণ :
ଗ୍ରାମୀଣ କ୍ଷେତରେ ଏବେବି ବିଜୁଳି ସମସ୍ୟା ଲାଗିରହିଛି
অন্যান্য ভাষায় অনুবাদ :