অর্থ : ସେହି ଧଳା ତରଳ ପଦାର୍ଥ ଯାହା ମାଈ ସ୍ତନ୍ୟପାୟୀ ପ୍ରାଣୀର ସ୍ତନରୁ ବାହାରେ
উদাহরণ :
ପିଲାଙ୍କ ନିମନ୍ତେ ମାଆ ଦୁଧ ସର୍ବୋତ୍ତମ ଆହାର
অন্যান্য ভাষায় অনুবাদ :
A white nutritious liquid secreted by mammals and used as food by human beings.
milkঅর্থ : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
উদাহরণ :
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
সমার্থক : ଖିର, ବୃକ୍ଷର ନିର୍ଯାସ, ରସ
অন্যান্য ভাষায় অনুবাদ :
A milky exudate from certain plants that coagulates on exposure to air.
latex