অর্থ : ଯେଉଁ ଚିତ୍ତବୃତ୍ତିଦ୍ୱାରା ମନୁଷ୍ୟ ଅନ୍ୟଦ୍ୱାରା ଦିଆ ଯାଉଥିବା କଷ୍ଟ ସହିନିଏ ଏବଂ ତାହାର ପ୍ରତିକାର ବା ଦଣ୍ଡ ଇଚ୍ଛା କରେନାହିଁ
উদাহরণ :
କ୍ଷମା ବୀରର ଆଭୂଷଣରାମ ନିଜ ଭାଇର ହତ୍ୟାକାରୀକୁ କ୍ଷମା କରିଦେଲା
সমার্থক : ତିତିକ୍ଷା
অন্যান্য ভাষায় অনুবাদ :
Compassionate feelings that support a willingness to forgive.
forgivenessঅর্থ : କ୍ଷମା କରିବାର କାର୍ଯ୍ୟ ଯାହା ଦାନଶ୍ରେଣୀରେ ଆସିଥାଏ
উদাহরণ :
ରାଜା ଦୁଷ୍ଟମନ୍ତ୍ରୀଙ୍କୁ କ୍ଷମା ଦେଲେ
অন্যান্য ভাষায় অনুবাদ :