সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : କୋଡ଼ିଏଟି ବସ୍ତୁ ଆଦିର ବର୍ଗ ବା ସମାହାର
উদাহরণ : ମୋତେ ବର୍ତ୍ତମାନ ମୋଟାମୋଟି କୋଡ଼ିଏଟି କପଡ଼ା ଧୋଇବାକୁ ପଡ଼ିବ
সমার্থক : ବିଂଶ
অন্যান্য ভাষায় অনুবাদ :हिन्दी
बीस वस्तुओं आदि का वर्ग या समूह।
অর্থ : ଦଶରେ ଦଶ ମିଶିଲେ ମିଳୁଥିବା ସଂଖ୍ୟା
উদাহরণ : ଅଠରରେ ଦୁଇ ମିଶିଲେ କୋଡ଼ିଏ ହୁଏ
সমার্থক : ୨୦
অন্যান্য ভাষায় অনুবাদ :हिन्दी English
दस और दस के योग से प्राप्त संख्या।
The cardinal number that is the sum of nineteen and one.
অর্থ : କୌଣସି ଇଂରେଜୀ ମାସର ବିଂଶତିତମ ଦିନରେ ପଡ଼ୁଥିବା ତାରିଖ
উদাহরণ : ଏମାସ କୋଡ଼ିଏ ତାରିଖରେ ରମେଶର ଜନ୍ମଦିନ
সমার্থক : କୋଡ଼ିଏ ତାରିଖ
অর্থ : ଦଶ ଏବଂ ଦଶ
উদাহরণ : ସୀତା ଏବେ କୋଡ଼ିଏ ବର୍ଷର ହୋଇଗଲା
दस और दस।
Denoting a quantity consisting of 20 items or units.
অর্থ : ଗଣନାର କୋଡ଼ିଏ ଜାଗାରେ ଆସୁଥିବା ଶବ୍ଦ୍
উদাহরণ : ଆଜିଠାରୁ ଠିକ୍ କୋଡ଼ିଏ ଦିନ ପରେ ଦୀପାବଳୀ
गणना में बीस के स्थान पर आने वाला।
Coming next after the nineteenth in position.
ইনস্টল