অর্থ : ଯେଉଁ ବ୍ୟକ୍ତି ଶବ୍ଦଗୁଡ଼ିକୁ ଅକାରାଦି କ୍ରମରେ ସଂଗ୍ରହ କରି ତାର ଅର୍ଥ ସ୍ପଷ୍ଟ କରନ୍ତି
উদাহরণ :
ଗୋପାଳ ଚନ୍ଦ୍ର ପ୍ରହରାଜ ଜଣେ ପ୍ରସିଦ୍ଧ କୋଷକାର
সমার্থক : ଆଭିଧାନିକ
অন্যান্য ভাষায় অনুবাদ :
A compiler or writer of a dictionary. A student of the lexical component of language.
lexicographer, lexicologistঅর্থ : ଖଣ୍ଡାଖୋଳ ତିଆରି କରୁଥିବା ଲୋକ
উদাহরণ :
କୋଷକାର ଅତି ସୁନ୍ଦର ତଥା କମକୁଟିଆ ଖଣ୍ଡାଖୋଳ ତିଆରି କରିଛି
সমার্থক : ଖଣ୍ଡାଖୋଳ କାରିଗର
অন্যান্য ভাষায় অনুবাদ :