অর্থ : କୋଟିଏ ଟଙ୍କାର ମାଲିକ
উদাহরণ :
ଆଧୁନିକ ଯୁଗରେ କୋଟିପତିମାନଙ୍କର ଅଭାବ ନାହିଁ
অন্যান্য ভাষায় অনুবাদ :
অর্থ : ଯାହା ପାଖରେ ବହୁତ ଧନ ଅଛି
উদাহরণ :
ଦିନକେଇଟାରେ ଆମ ସହରର କୋଟିପତି ଜଣକ ଭିକାରୀ ବନିଗଲେ
অন্যান্য ভাষায় অনুবাদ :
অর্থ : ଯାହାପାଖରେ ଅତି କମ୍ରେ କୋଟିଏ ଟଙ୍କା ଅଛି
উদাহরণ :
ଶ୍ୟାମ କୋଟିପତି ହେବା ଲକ୍ଷରେ କୁଖ୍ୟାତ ଅପରାଧୀ ହୋଇଗଲା ଏହି ସଂସ୍ଥାର ସଂଚାଳନ ନିମନ୍ତେ କେତେଜଣ କୋଟିପତି ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି
অন্যান্য ভাষায় অনুবাদ :
जिसके पास कम से कम एक करोड़ रुपया हो।
श्याम करोड़पति बनने के चक्कर में कुख्यात अपराधी बन गया।