অর্থ : ସ୍ୱାମୀ ବା ଅନ୍ନଦାତାଙ୍କ କାର୍ଯ୍ୟ ବା ସେବା ସଚ୍ଚୋଟତାର ସହ କରୁଥିବା ଲୋକ
উদাহরণ :
ସମସ୍ତ ଚାକର କୃତଜ୍ଞ ନୁହନ୍ତି
সমার্থক : ସଚ୍ଚୋଟ, ସାଧୁ, ସ୍ୱାମୀଭକ୍ତ
অন্যান্য ভাষায় অনুবাদ :
स्वामी या अन्नदाता का कार्य या सेवा ईमानदारी से करनेवाला।
सभी नौकर नमकहलाल नहीं होते।অর্থ : ନିଜପ୍ରତି ହୋଇଥିବା ଉପକାର ମାନିବାବାଲା
উদাহরণ :
ମୁଁ ଆପଣଙ୍କ ନିକଟରେ କୃତଜ୍ଞ କାରଣ ଆପଣ ମୋତେ ଜେଲ୍ ଯିବାରୁ ବଞ୍ଚେଇଦେଲେ
অন্যান্য ভাষায় অনুবাদ :
অর্থ : କାହାର କୃପା ବା ଉପକାରରେ ସନ୍ତୁଷ୍ଟ
উদাহরণ :
ଆପାଣ ଏହି ଚାକିରୀ ଦେଇ ମୋତେ କୃତଜ୍ଞ କରିଦେଲେ
অন্যান্য ভাষায় অনুবাদ :