সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ନଦୀ ବା ଜଳାଶୟର କୂଳ
উদাহরণ : ନଦୀ ତଟରେ ସେ ନୌକାକୁ ଅପେକ୍ଷା କରିଥିଲା
সমার্থক : ଆଡ଼ି, ତଟ, ତୀର, ପତ୍ତା, ବେଳା
অন্যান্য ভাষায় অনুবাদ :हिन्दी English
नदी या जलाशय का किनारा।
The land along the edge of a body of water.
অর্থ : ତିନିଦିଗରୁ ସ୍ଥଳ ଭାଗ ଘେରିଥିବା ସମୁଦ୍ରର ଏକ କ୍ଷୁଦ୍ର ଅଂଶ
উদাহরণ : ଏହି ଜାହାଜ ବଙ୍ଗୋପସାଗରର କୂଳ ଦେଇ ଯିବ
সমার্থক : ଉପସାଗର, ଖାଡ଼ୀ
समुद्र का वह छोटा भाग जो तीन ओर से स्थल से घिरा हो।
An indentation of a shoreline larger than a cove but smaller than a gulf.
অর্থ : କୌଣସି ବସ୍ତୁ, ସ୍ଥାନଆଦିର ଉଚ୍ଚା ପାର୍ଶ୍ୱ
উদাহরণ : ସେ ନଈ କୂଳରେ ପହଞ୍ଚି ପାଣିକୁ ଡେଇଁ ପଡ଼ିଲା
সমার্থক : ଢିପ
किसी वस्तु,स्थान आदि का ऊँचा किनारा।
The edge of a steep place.
ইনস্টল