অর্থ : ଯେଉଁ ପଦରେ ଶ୍ଳିଷ୍ଟ ଶବ୍ଦମାନଙ୍କର ପ୍ରୟୋଗ ହୋଇଛି ଏବଂ ସେଥିପାଇଁ ଯାହାର ଅର୍ଥ ସବୁଲୋକ ଶୀଘ୍ର ବୁଝି ପାରିବେନାହିଁ
উদাহরণ :
ସୁର ଦାସଙ୍କ ଭ୍ରମର ଗୀତ କୂଟ ପଦରେ ଭର୍ତ୍ତି ହୋଇଛି
সমার্থক : କୂଟ ପଦ
অন্যান্য ভাষায় অনুবাদ :
অর্থ : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
উদাহরণ :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
সমার্থক : କଠିନ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ, ତେଢ଼ା
অন্যান্য ভাষায় অনুবাদ :
Difficult to analyze or understand.
A complicated problem.