অর্থ : ପାଟି ସଫା କରିବା ନିମନ୍ତେ ସେଥିରେ ପାଣି ନେଇ ଏପଟ ସେପଟ କରି ଫୋଫାଡ଼ିବା କ୍ରିୟା
উদাহরণ :
ଖାଇବା ପରେ ଆମେ ଭଲ ଭାବରେ କୁଳି କରିବା ଆବଶ୍ୟକ
সমার্থক : କୁଳା, କୁଳୁକୁଞ୍ଚା
অন্যান্য ভাষায় অনুবাদ :
অর্থ : ମୁହଁ ସଫା କରିବା ପାଇଁ ମୁହଁରେ ଭର୍ତ୍ତି କରି ହଲା ଯାଉଥିବା ପାଣି
উদাহরণ :
କୁଳୁକୁଞ୍ଚା ଢୋକିବା ଉଚିତ ନୁହେଁ
সমার্থক : କୁଳୁକୁଞ୍ଚା
অন্যান্য ভাষায় অনুবাদ :