অর্থ : ଦଶବର୍ଷରୁ ଅଧିକ ବୟସର ଅବିବାହିତା ଝିଅ
উদাহরণ :
ବାଡ଼ୁଅଝିଅ ନିମନ୍ତେ ଅନେକ ପ୍ରସ୍ତାବ ଆସୁଛି
সমার্থক : ଅଭିଆଡ଼ୀ ଝିଅ, ନବଯୁବତୀ, ବାଡ଼ୁଅଝିଅ, ବଢ଼ିଲାଝିଅ
অন্যান্য ভাষায় অনুবাদ :
অর্থ : ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
উদাহরণ :
ସେ ଦୁର୍ଗାପୂଜା ସମୟରେ ଏଗାର ଜଣ କୁମାରୀଙ୍କୁ ଖାଇବାକୁ ଦିଅନ୍ତି
সমার্থক : କୁଆଁରୀ
অন্যান্য ভাষায় অনুবাদ :
অর্থ : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
উদাহরণ :
ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
সমার্থক : ଅବିବାହିତ ନାରୀ, ଅବିବାହିତା, କୁଆଁରୀ
অন্যান্য ভাষায় অনুবাদ :