অর্থ : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
উদাহরণ :
ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
সমার্থক : ଡିଆଁମାରିବା, ଡେଇଁବା
অন্যান্য ভাষায় অনুবাদ :
অর্থ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
উদাহরণ :
ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
সমার্থক : କୁଦା ମାରିବା, ଡେଇଁବା, ଲମ୍ଫ ଦେବା
অর্থ : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
উদাহরণ :
ଛୁଆମାନେ ବାଲି ଉପରେ ଡେଉଁଛନ୍ତି
সমার্থক : ଡେଇଁବା, ଲମ୍ଫପ୍ରଦାନ କରିବା
অন্যান্য ভাষায় অনুবাদ :