অর্থ : କାଠ, ମାଟି, ପଥରଆଦିରେ ପାଣିରଖିବା ନିମନ୍ତେ ତିଆରି ହୋଇଥିବା ଗଭୀର ପାତ୍ର
উদাহরণ :
କୁଣ୍ଡଟି ପାଣିରେ ଭର୍ତ୍ତି ହୋଇଛି
অন্যান্য ভাষায় অনুবাদ :
অর্থ : ଜଳସେଚନପାଇଁ କୂଅରୁ ପାଣି ବାହାର କରିବାର ଏକ ପାତ୍ର
উদাহরণ :
କୃଷକ କୁଣ୍ଡଦ୍ୱାରା ପାଣି ବାହାର କରି କ୍ଷେତରେ ଜଳସେଚନ କରୁଛି
অন্যান্য ভাষায় অনুবাদ :
सिंचाई के लिए कुएँ से पानी निकालने का एक प्रकार का डोल।
किसान कूँड़ द्वारा पानी निकाल कर खेत की सिंचाई कर रहा है।অর্থ : ମାଟିରେ ତିଆରି ଏକ ପ୍ରକାରର ବାସନ
উদাহরণ :
କୁଣ୍ଡରେ ପାଣି ଗରମ କରାଯାଏ
অন্যান্য ভাষায় অনুবাদ :
অর্থ : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
উদাহরণ :
ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
সমার্থক : ଟାଙ୍କି
অন্যান্য ভাষায় অনুবাদ :
অর্থ : ଛୋଟ ନନ୍ଦିଆ
উদাহরণ :
ଶୀଲା ବାଛୁରୀକୁ କୁଣ୍ଡରେ ପାଣି ପେଉଛି
অন্যান্য ভাষায় অনুবাদ :