অর্থ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
উদাহরণ :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
অন্যান্য ভাষায় অনুবাদ :
অর্থ : କିସ୍ତିରେ ଶୁଝାଯାଉଥିବା ଋଣର ସେହି ଅଂଶ
উদাহরণ :
ମୁଁ ଏହି ମାସର କିସ୍ତି ଜମା କରିଦେଇଛି
অর্থ : ଋଣ କିମ୍ବା ଦେବାକୁଥିବା କୌଣସି ଅଂଶ ଯାହା ଏକ ସମୟରେ ଦିଆଯାଏ
উদাহরণ :
ମୁଁ ଏହି ଋଣ କିସ୍ତିରେ ଶୁଝିବି
অন্যান্য ভাষায় অনুবাদ :
A payment of part of a debt. Usually paid at regular intervals.
installment