অর্থ : କୌଣସି ପ୍ରାଣୀର ସବୁ ଅଙ୍ଗର ସମୂହ ଯାହା ଏକ ରୂପ ସୃଷ୍ଟି କରିଥାଏ
উদাহরণ :
ଶରୀରକୁ ସୁସ୍ଥ ରଖିବାପାଇଁ ବ୍ୟାୟାମ କର ଆମେ ଯେଉଁ ପ୍ରକାରେ ପୁରୁଣା ଲୁଗା ବଦଳିଥାଉ ସେହିପ୍ରକାରେ ଆତ୍ମା ଶରୀର ବଦଳାଇଥାଏ
সমার্থক : ଗାତ୍ର, ତନୁ, ଦେହ, ବପୁ, ଶରୀର
অন্যান্য ভাষায় অনুবাদ :
किसी प्राणी के सब अंगों का समूह जो एक इकाई के रूप में हो।
शरीर को स्वस्थ रखने के लिए व्यायाम करें।