অর্থ : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ
উদাহরণ :
କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ
সমার্থক : କଙ୍କାଳିନୀ, କାଳରାତ୍ରୀ, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ରେବତୀ, ଶ୍ୟାମା
অন্যান্য ভাষায় অনুবাদ :
The ultimate manifestation of Shakti, and the mother of all living beings. A fierce form of Goddess Durga.
kaliঅর্থ : ଏକ ଛୋଟ କଳା ପକ୍ଷୀ
উদাহরণ :
ଶ୍ୟାମା ପକ୍ଷୀର ସୁମଧୁର କଣ୍ଠ ବର୍ଷସାରା ଶୁଣିବାକୁ ମିଳେ
সমার্থক : କୃଷ୍ଣସାରିକା, ଶ୍ୟାମା ପକ୍ଷୀ
অন্যান্য ভাষায় অনুবাদ :
एक छोटा काला पक्षी।
श्यामा की सुमधुर आवाज बारहों महीने सुनाई देती है।