অর্থ : କୌଣସି କାର୍ଯ୍ୟ ଆରମ୍ଭ କରିବାପୂର୍ବରୁ ସେହି କାର୍ଯ୍ୟ ସମ୍ବନ୍ଧିତ ଲୋକମାନଙ୍କ ପାଖକୁ ପଠାଯାଉଥିବା କାର୍ଯ୍ୟସୂଚୀର ନକଲ
উদাহরণ :
ଆଗାମୀ ମାସରେ ହେବାକୁ ଯାଉଥିବା ସମ୍ମିଳନୀପାଇଁ କାର୍ଯ୍ୟସୂଚୀର ଆଗୁଆ ନକଲ ମାନନୀୟ ସଭାପତିଙ୍କୁ ପଠାଇ ଦିଆଯାଇଛି
সমার্থক : କାର୍ଯ୍ୟସୂଚୀର ଅଗ୍ରୀମ ନକଲ
অন্যান্য ভাষায় অনুবাদ :
किसी कार्य को प्रारंभ करने से पूर्व उस कार्य से संबंधित लोगों को भेजी जानेवाली रूपरेखा की प्रति।
अगले महीने होनेवाली संगोष्ठी की अग्रिम प्रति माननीय सभापति को भेज दी गई है।