অর্থ : ଧାତୁ,ପଥର, କାଠ ଆଦିରେ ଖୋଦେଇକରି କମକୁଟ ଆଦି କରିବାର କାମ
উদাহরণ :
ଏହି ମୂର୍ତ୍ତିକାର ବହୁତ ସୁନ୍ଦର କାରୁକାର୍ଯ୍ୟ କରନ୍ତି
সমার্থক : କମକୁଟ, ଡାଳି, ସୂକ୍ଷ୍ମକାମ
অন্যান্য ভাষায় অনুবাদ :
অর্থ : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ଅଙ୍କିତ କରିବାର କଳା
উদাহরণ :
ବଢ଼େଇ ନିଜ ପୁଅକୁ କାରୁକାର୍ଯ୍ୟ ଶିଖାଉଛି
সমার্থক : କାରୁକଳା
অন্যান্য ভাষায় অনুবাদ :
অর্থ : କାରୁକାର୍ଯ୍ୟ କରାଯାଇଥିବା
উদাহরণ :
ଏହି ମନ୍ଦିର ଦ୍ୱାରରେ କାରୁକାର୍ଯ୍ୟ ହୋଇଛି
অন্যান্য ভাষায় অনুবাদ :