অর্থ : ସୁନ୍ଦର ହେବା ବା ଲାଗିବାର ଅବସ୍ଥା ବା ଭାବ
উদাহরণ :
ବସନ୍ତର ଶୋଭା ଚାରିଆଡେ ଦିଶୁଛି
সমার্থক : ଶୋଭା, ସୌନ୍ଦର୍ଯ୍ୟ
অন্যান্য ভাষায় অনুবাদ :
Pleasantness resulting from agreeable conditions.
A well trained staff saw to the agreeableness of our accommodations.অর্থ : ଏକ ପ୍ରକାରର ପ୍ରକାଶ
উদাহরণ :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
সমার্থক : ଆଭା, ଉଜ୍ଜଳତା, ଚମକ, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
অন্যান্য ভাষায় অনুবাদ :
एक तरह का प्रकाश।
उसके चेहरे की चमक स्पष्ट झलक रही थी।