অর্থ : ପାଞ୍ଚ ଆଙ୍ଗୁଳିମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ଆଙ୍ଗୁଳି
উদাহরণ :
ତା ହାତର କାଣି ଆଙ୍ଗୁଠିରେ ମୋତିର ମୁଦି ଶୋଭାପାଉଅଛି
সমার্থক : କନିଷ୍ଠା ଅଙ୍ଗୁଳି, କନିଷ୍ଠା ଆଙ୍ଗୁଠି, କାଣି ଆଙ୍ଗୁଳି, ଛୋଟ ଆଙ୍ଗୁଳି
অন্যান্য ভাষায় অনুবাদ :
पाँचों अंगुलियों में से सबसे छोटी उँगली।
उसके हाथ की कानी उँगली में मोती की अँगूठी शोभायमान है।