অর্থ : ଛୋଟ ଗଛରୁ ପ୍ରାପ୍ତ ଗୋଟିଏ ସୁନ୍ଦର ଫୁଲ
উদাহরণ :
ମାଳୀ କାଞ୍ଚନ ଫୁଲର ମାଳ ତିଆରି କରୁଥିଲା
সমার্থক : କାଞ୍ଚନ ଫୁଲ
অন্যান্য ভাষায় অনুবাদ :
অর্থ : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
উদাহরণ :
ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା
সমার্থক : କନକ, ସୁନା, ସୁବର୍ଣ୍ଣ, ହାଟକ, ହେମ
অন্যান্য ভাষায় অনুবাদ :
एक बहुमूल्य पीली धातु जिसके गहने आदि बनते हैं।
आजकल सोने का भाव आसमान छू रहा है।অর্থ : ଗୋଟିଏ ଛୋଟ ଗଛ ଯେଉଁଥିରେ ସୁନ୍ଦର ଫୁଲ ଧରେ
উদাহরণ :
ମାଳି କାଞ୍ଚନ ଡାଳଗୁଡ଼ିକୁ ନୁଆଁଇ ଫୁଲ ତୋଳୁଛି
সমার্থক : କାଞ୍ଚନ ଗଛ
অন্যান্য ভাষায় অনুবাদ :
Small East Indian tree having orchid-like flowers and hard dark wood.
bauhinia variegata, mountain ebony, orchid tree