অর্থ : କୌଣସି ନାମରେ ଜଣାଯିବା
উদাহরণ :
ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
সমার্থক : ବୋଲିବା
অন্যান্য ভাষায় অনুবাদ :
অর্থ : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
উদাহরণ :
ସୀମା ‘ଡ’ କୁ ‘ର’ କହେ
সমার্থক : ଉଚ୍ଚାରଣ କରିବା, ଉଚ୍ଚାରିବା, ବୋଲିବା
অন্যান্য ভাষায় অনুবাদ :
অর্থ : ହିତକଥା କହିବା
উদাহরণ :
ବୁଦ୍ଧ ଆମକୁ ଜୀବନରେ ଉଚିତ ମୂଲ୍ୟର ଶିକ୍ଷା ଦେଲେ
সমার্থক : ବତେଇବା, ଶିକ୍ଷା ଦେବା, ଶିଖେଇବା
অন্যান্য ভাষায় অনুবাদ :
हित की बातें बताना।
बुद्ध ने हमें जीवन के सही मूल्यों की सीख दी है।অর্থ : କାହା ସାମନାରେ କୌଣସି ଘଟଣା ଆଦିର ସମ୍ବନ୍ଧିତ ଲୋକମାନଙ୍କର ନାମ ବତାଇବା
উদাহরণ :
ସେ ପୋଲିସ ସାମନାରେ ଚାରି ଲୋକଙ୍କର ନାମ ପ୍ରକାଶ କଲା
সমার্থক : ପ୍ରକାଶ କରିବା, ବତାଇବା
অন্যান্য ভাষায় অনুবাদ :
অর্থ : ମୁହଁରେ କୌଣସି କଥା, ବିଚାରଆଦି ବ୍ୟକ୍ତ କରିବା
উদাহরণ :
ଆପଣଙ୍କର କିଛି ଦରକାର ହେଲେ ମୋତେ କହନ୍ତୁ
সমার্থক : ବ୍ୟକ୍ତ କରିବା
অন্যান্য ভাষায় অনুবাদ :
मुँह से कोई बात, विचार आदि व्यक्त करना।
बच्चा राम-राम बोल रहा है।অর্থ : କିଛି କରିବାପାଇଁ ଆଦେଶଦେବା
উদাহরণ :
ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
সমার্থক : ଆଜ୍ଞା କରିବା, ଆଜ୍ଞା ଦେବା, ଆଦେଶ ଦେବା, ବରାଦ କରିବା
অন্যান্য ভাষায় অনুবাদ :
कुछ करने का आदेश देना।
गुरुजी ने घर जाने के लिए कहा।অর্থ : କୌଣସି ବସ୍ତୁ, ସୂଚନାଆଦି କାହାକୁ ବତାଇବା
উদাহরণ :
ସେ ମୋତେ କହିଲା ଯେ ସେ କାମ ଛାଡ଼ିକରି ଯାଉଛି
অন্যান্য ভাষায় অনুবাদ :
किसी वस्तु, सूचना आदि से किसी को परिचित कराना।
उसने मुझे बताया कि वह काम छोड़कर जा रहा है।অর্থ : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
উদাহরণ :
ରହିମ ଆଜି ଆସିବନି ବୋଲି ସେ କହିଲା
সমার্থক : ଜଣାଇବା, ବତେଇବା, ସୂଚନା ଦେବା, ସୂଚିତ କରିବା
অন্যান্য ভাষায় অনুবাদ :
किसी वस्तु, काम आदि के बारे में बताना।
उसने कहा कि रहीम आज नहीं आयेगा।অর্থ : ସଭାରେ ଶ୍ରୋତାମାନଙ୍କ ସାମ୍ନାରେ କୌଣସି ବିଷୟରେ ନିଜର ଭାବ ବ୍ୟକ୍ତ କରିବା
উদাহরণ :
ମୁଖ୍ୟ ଅତିଥି ଅନୁଶାସନର ମହତ୍ତ୍ୱ ଉପରେ ଭାଷଣ ଦେଲେ
সমার্থক : ବକ୍ତବ୍ୟପ୍ରଦାନକରିବା, ଭାଷଣଦେବା
অন্যান্য ভাষায় অনুবাদ :
सभा आदि में श्रोताओं के सामने किसी विषय पर अपने भाव व्यक्त करना।
मुख्य अतिथि ने अनुशासन के महत्व पर भाषण दिया।অর্থ : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
উদাহরণ :
ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
সমার্থক : ବିବରଣୀଦେବା, ବୋଲିବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
অন্যান্য ভাষায় অনুবাদ :
অর্থ : କିଛି କହିକି ବାଧକ ହେବା
উদাহরণ :
ଆପଣ ମଝିରେ କୁହନ୍ତୁ ନାହିଁ ଆପଣ ମଝିରେ କଣ ପାଇଁ କୁହୁଛନ୍ତି?