অর্থ : ଅଯଥା ଯୁକ୍ତିତର୍କ
উদাহরণ :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
সমার্থক : କନ୍ଦଳ, ଝଗଡ଼ା, ତକରାଳ, ବିତଣ୍ଡା, ଯୁକ୍ତିତର୍କ
অন্যান্য ভাষায় অনুবাদ :
অর্থ : କୌଣସି କଥାରେ ହେଉଥିବା ବିବାଦ
উদাহরণ :
ସେ କଳିର କାରଣ ଜାଣିବାକୁ ଚାହୁଁଛି
সমার্থক : ଝଗଡ଼ା
অন্যান্য ভাষায় অনুবাদ :
किसी बात पर होने वाली कहा-सुनी या विवाद।
वह झगड़े का कारण जानना चाहता है।অর্থ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
উদাহরণ :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
সমার্থক : ଉଚ୍ଚବାଚ, ଝଗଡ଼ା, ତର୍କବିତର୍କ, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ
অন্যান্য ভাষায় অনুবাদ :
Witty language used to convey insults or scorn.
He used sarcasm to upset his opponent.