অর্থ : ହିତ ବା ଭଲ ଚାହୁଁଥିବା
উদাহরণ :
ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
সমার্থক : ପରୋପକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
অন্যান্য ভাষায় অনুবাদ :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।অর্থ : କଲ୍ୟାଣ କରିବାବାଲା
উদাহরণ :
ସନ୍ଥମାନଙ୍କର ଉପଦେଶ କଲ୍ୟାଣକାରୀ ହୋଇଥାଏ
সমার্থক : କଲ୍ୟାଣପ୍ରଦ, କଲ୍ୟାଣମୟ, ମଙ୍ଗଳକାରକ, ମଙ୍ଗଳକାରୀ, ମଙ୍ଗଳଦାୟକ, ମଙ୍ଗଳପ୍ରଦ, ହିତକାରକ, ହିତକାରୀ
অন্যান্য ভাষায় অনুবাদ :
Auguring favorable circumstances and good luck.
An auspicious beginning for the campaign.