সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ପଶୁପକ୍ଷୀମାନଙ୍କର ଯକୃତ
উদাহরণ : ସେ ଖାଇବାପାଇଁ ଛେଳି କଲିଜା ଭାଜୁଛି
অন্যান্য ভাষায় অনুবাদ :हिन्दी English
पशु-पक्षियों का यकृत।
Liver of an animal used as meat.
অর্থ : ଛାତି ଭିତରର ବାଁ ପଟେ ଥିବା ଏକ ଅବୟବ ଯାହାର ସ୍ପନ୍ଦନରେ ସାରା ଶରୀରର ନାଡ଼ିମାନଙ୍କରେ ରକ୍ତ ସଞ୍ଚାରଣ ଲାଗିରହିଥାଏ
উদাহরণ : ହୃଦୟ ପ୍ରାଣୀମାନଙ୍କର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ
সমার্থক : ମରମଥଳ, ମର୍ମ, ମର୍ମ ସ୍ଥଳ, ହିଆ, ହୃଦୟ
অন্যান্য ভাষায় অনুবাদ :हिन्दी
छाती के अंदर बायीं ओर का एक अवयव जिसके स्पन्दन से सारे शरीर की नाड़ियों में रक्त-संचार होता रहता है।
অর্থ : ପେଟର ଦକ୍ଷିଣ ପାଖରେ ଥିବା ଥଳି ଯାହା କାମ କଲେ ଖାଦ୍ୟର ପରିପାକ ହୁଏ
উদাহরণ : ଇଆଡ଼ୁ ଇଆଡ଼ୁ ଜିନିଷ ଖାଇଲେ ଯକୃତ ସମ୍ବନ୍ଧୀୟ ରୋଗ ହୋଇପାରେ
সমার্থক : ଯକୃତ
पेट में दाहिनी ओर की वह थैली जिसकी क्रिया से भोजन पचता है।
ইনস্টল