অর্থ : ବ୍ୟାକରଣର ଯେଉଁ ଶବ୍ଦର ବାଚ୍ୟଉପରେ କର୍ତ୍ତାର କ୍ରିୟାର ପ୍ରଭାବ ପଡ଼େ
উদাহরণ :
କର୍ମକାରକରେ କୁ, ଙ୍କୁ ଆଦି ବିଭକ୍ତି ଚିହ୍ନ ଲାଗେ
অর্থ : ବ୍ୟାକରଣରେ ଯେଉଁ ଶବ୍ଦର ବାଚ୍ୟ ଉପରେ କର୍ତ୍ତାର କ୍ରିୟାର ପ୍ରଭାବ ପଡ଼େ
উদাহরণ :
କର୍ମର ବିଭକ୍ତି ହେଉଛି କୁ ମଙ୍ଗଳ ଆମ୍ବ ଚୁଷିଲାରେ ଆମ୍ବ ହେଉଛି କର୍ମ
সমার্থক : କର୍ମ
অন্যান্য ভাষায় অনুবাদ :