সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଜଣେ ଋଷି ଯାହାଙ୍କର ସୃଷ୍ଟି ବ୍ରହ୍ମାଙ୍କ ଛାୟାରୁ ହୋଇଥିଲା ବୋଲି ବିଶ୍ୱାସ କରାଯାଏ
উদাহরণ : ସ୍ୱୟମ୍ଭୁବ ମନୁ ଏବଂ ଶତରୂପାଙ୍କ କନ୍ୟା ଦେବହୂତିଙ୍କ ବିବାହ କର୍ଦମ ଋଷିଙ୍କ ସହିତ ହୋଇଥିଲା
সমার্থক : କର୍ଦମ ଋଷି
অন্যান্য ভাষায় অনুবাদ :हिन्दी English
एक ऋषि जिनकी उत्पत्ति ब्रह्माजी की छाया से मानी जाती है।
A mentor in spiritual and philosophical topics who is renowned for profound wisdom.
অর্থ : ପ୍ରଜାପତିଙ୍କର ଜଣେ ପୁତ୍ର
উদাহরণ : ରାଜା କର୍ଦମ ବାହ୍ଲିକର ରାଜା ଥିଲେ
সমার্থক : ଇଳ, ରାଜା ଇଳ, ରାଜା କର୍ଦମ
प्रजापति का एक पुत्र।
An imaginary being of myth or fable.
ইনস্টল