অর্থ : କୌଣସି ବସ୍ତୁ, ଅଙ୍କଆଦିରୁ କୌଣସି ଅଂଶ ବାହାର କରିବା ବା କମ କରିବା
উদাহরণ :
ସରକାର ଦୈନିକ ଆବଶ୍ୟକୀୟ ଜିନିଷଗୁଡ଼ିକର ମୂଲ୍ୟ କମ୍ କଲେ
সমার্থক : ନ୍ୟୂନ କରିବା
অন্যান্য ভাষায় অনুবাদ :
किसी वस्तु, अंक, आदि में से कोई अंश निकालना या कम करना।
सरकार ने दैनिक आवश्यकताओं की चीज़ों का मूल्य घटाया।