অর্থ : ଅଳ୍ପ ହେବାର ଅବସ୍ଥା ବା ଭାବ
উদাহরণ :
ସମୟ କମ୍ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
অন্যান্য ভাষায় অনুবাদ :
Lack of an adequate quantity or number.
The inadequacy of unemployment benefits.অর্থ : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
উদাহরণ :
ଖରାଦିନେ ପାଣି ଅଭାବ ହୁଏ
সমার্থক : ଅଭାବ, ଅଲଭ୍ୟ, ଅସୁଲଭ, ଦୁର୍ଲ୍ଲଭ
অন্যান্য ভাষায় অনুবাদ :
The state of needing something that is absent or unavailable.
There is a serious lack of insight into the problem.অর্থ : କାଟିକି କମ କରିବା କ୍ରିୟା ବା ଭାବ
উদাহরণ :
ବିଜୁଳିର ଠିକ୍ ବ୍ୟବହାର କରିବାରୁ ଏଥର ବିଲ୍ କମ୍ ହୋଇଛି
অন্যান্য ভাষায় অনুবাদ :
অর্থ : କମ୍ ଅଂଶ ସହିତ ସମ୍ବନ୍ଧିତ ବା କମ୍ ଅଂଶର
উদাহরণ :
ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି
সমার্থক : ଅଳ୍ପ, ଅଳ୍ପାଂଶୀୟ, କିଛି, ନ୍ୟୁନାଂଶୀୟ, ନ୍ୟୂନ
অন্যান্য ভাষায় অনুবাদ :
कम अंश से संबंधित या कम अंश का।
इस क्षेत्र का न्यूनांशीय भाग बाढ़ से घिर गया है।অর্থ : ଯାହାର ଭାଉ ବା ଦାମ୍ କମିଯାଇଛି ବା ଖସିଯାଇଛି
উদাহরণ :
ବଜାରକୁ ନୂଆନୂଆ ଉତ୍ପାଦିତ ଜିନିଷ ଆସିବା କାରଣରୁ ପ୍ରତ୍ୟେକ ବସ୍ତୁର ମୂଲ୍ୟ ମାନ୍ଦା ହୋଇଯାଇଛି କମ୍ ଦରରେ ଅଧିକ ଜିନିଷ ବିକ୍ରି ହୁଏ
সমার্থক : ମାନ୍ଦା
অন্যান্য ভাষায় অনুবাদ :