অর্থ : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
উদাহরণ :
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
সমার্থক : ଅଣ୍ଟାସୁତା, ଡୋର, ଡୋରି
অন্যান্য ভাষায় অনুবাদ :
A tie consisting of a cord that goes through a seam around an opening.
He pulled the drawstring and closed the bag.