অর্থ : ଗୋଟିଏ କଣ୍ଟାଳିଆ ଗଛ ଯେଉଁଥିରେ ଗୋଲାକାରର କଷାଳିଆ ଓ ଖଟା ଫଳ ଧରିଥାଏ
উদাহরণ :
ଏହି ବଣରେ କଇଥର ଆଧିକ୍ୟ ଅଛି
সমার্থক : କଇଥ, କଇଥ ଗଛ, କପିତ୍ଥ ବୃକ୍ଷ
অন্যান্য ভাষায় অনুবাদ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeঅর্থ : ଉପରେ ଟାଣ ଏବଂ ଭିତରେ ନରମ ହୋଇଥିବା ବେଲ ଆକାରର ଗୋଟିଏ କଷାଳିଆ ଏବଂ ଖଟା ଫଳ
উদাহরণ :
ମାଆ କଇଥ ଚଟଣି ତିଆରି କରୁଛନ୍ତି
সমার্থক : କଇଥ
অন্যান্য ভাষায় অনুবাদ :