অর্থ : ଛୋଟ ଲାଞ୍ଜଥିବା ବା ନଥିବା ପ୍ରାଇମେଟ ଯାହା ମାଙ୍କଡ଼ ପରି
উদাহরণ :
କପି ଏବଂ ମାଙ୍କଡ଼ ଦୁଇଟି ଅଲଗା ଜାତିର ଅଟନ୍ତି
অন্যান্য ভাষায় অনুবাদ :
Any placental mammal of the order Primates. Has good eyesight and flexible hands and feet.
primateঅর্থ : କୌଣସି ଶବ୍ଦ, ବାକ୍ୟ, ଲେଖା ଆଦିକୁ ଦେଖି ସେଗୁଡ଼ିକୁ ଆକ୍ଷରିକଭାବେ ଲେଖିବାର ପ୍ରକ୍ରିୟା
উদাহরণ :
ଶିକ୍ଷକ ଦୁଇଜଣ ପରୀକ୍ଷାର୍ଥୀଙ୍କୁ କପି କଲାବେଳେ ଧରିଲେ
সমার্থক : ନକଲ
অন্যান্য ভাষায় অনুবাদ :
অর্থ : ବୃକ୍ଷ ଉପରେ ରହୁଥିବା ଏକ ଚଞ୍ଚଳ ସ୍ତନ୍ୟପାୟୀ ଚତୁସ୍ପଦ ପ୍ରାଣୀ
উদাহরণ :
ଭାରତରେ ବହୁତ ଜାତିର ମାଙ୍କଡ଼ ଦେଖିବାକୁ ମିଳନ୍ତି
অন্যান্য ভাষায় অনুবাদ :
Any of various long-tailed primates (excluding the prosimians).
monkeyঅর্থ : ଯେଉଁ କାଗଜ ଉପରେ କୌଣସି ଲେଖା ବା ବିବରଣ ଉତୁରା ଯାଇଥାଏ
উদাহরণ :
ବୋର୍ଡ଼ ପରୀକ୍ଷାରେ ନକଲ କରିବାପାଇଁ ପିଲାମାନେ କପି ତିଆରି କରୁଛନ୍ତି
সমার্থক : ନକଲ
অন্যান্য ভাষায় অনুবাদ :