অর্থ : ଯେ କପଟରେ ଭରା ବା ଯେଉଁଥିରେ କପଟ ଅଛି
উদাহরণ :
ସେ ମୋ ସହିତ କପଟପୂର୍ଣ୍ଣ ବ୍ୟବହାର କଲା ତାର ହସ କୁଟିଳ ଥିଲା
সমার্থক : କପଟମୟ, କୁଟିଳ, ଛଦ୍ମମୟ, ଛଳନାପୂର୍ଣ୍ଣ, ଛଳନାମୟ
অন্যান্য ভাষায় অনুবাদ :
Intended to deceive.
Deceitful advertising.