অর্থ : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
উদাহরণ :
ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା
সমার্থক : କାଞ୍ଚନ, ସୁନା, ସୁବର୍ଣ୍ଣ, ହାଟକ, ହେମ
অন্যান্য ভাষায় অনুবাদ :
एक बहुमूल्य पीली धातु जिसके गहने आदि बनते हैं।
आजकल सोने का भाव आसमान छू रहा है।