অর্থ : ଏକ କଣ୍ଟାଯୁକ୍ତ ବୁଦାଳିଆ ଗଛ ଯାହାର ଫଳ ଔଷଧ ତିଆରି କରିବା କାମରେ ଆସେ
উদাহরণ :
ବୈଦ୍ୟରାଜ ତାଙ୍କ ବଗିଚାରେ କଣ୍ଟାକରଞ୍ଜ ଲଗେଇଛନ୍ତି
সমার্থক : ଶାକବଲ୍ଲୀ
অন্যান্য ভাষায় অনুবাদ :
Tropical tree with large prickly pods of seeds that resemble beans and are used for jewelry and rosaries.
bonduc, bonduc tree, caesalpinia bonduc, caesalpinia bonducella