সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଛେଦ କରିବା କ୍ରିୟା
উদাহরণ : ଗହଣା ପିନ୍ଧିବା ପାଇଁ ମହିଳାମାନେ ନାକ ଓ କାନ ଛେଦନ କରନ୍ତି
সমার্থক : ଛିଦ୍ର, ଛେଦନ, ଫୋଡ଼, ବେଧନ, ରନ୍ଧ୍ର
অন্যান্য ভাষায় অনুবাদ :हिन्दी English
छेद करने की क्रिया।
Something that people do or cause to happen.
অর্থ : ଯେଉଁ ଲୋକର ଗୋଟିଏ ଆଖି ଖରାପ
উদাহরণ : ଦୋକାନରେ ଦୁଇ କଣା ନିଜନିଜ ମଧ୍ୟରେ ଝଗଡ଼ା କରୁଥିଲେ
অন্যান্য ভাষায় অনুবাদ :हिन्दी
वह आदमी जिसकी एक आँख खराब हो।
অর্থ : କୌଣସି ଜିନିଷ ମଝିରେ ଥିବା ଖାଲି ଯାଗା
উদাহরণ : ଜଳା ବାଟ ଦେଇ ସାପଟି ଘରେ ପ୍ରବେଶ କଲା
সমার্থক : ଛିଦ୍ର, ଜଳା, ନଳା, ଫୋଡ଼, ବିନ୍ଧ, ରନ୍ଧ୍ର
किसी चीज़ के बीच में खाली जगह।
An opening into or through something.
অর্থ : ଯାହାର ଗୋଟିଏ ଆଖି ଖରାପ ହୋଇଛି ବା ଗୋଟିଏ ଆଖିରେ ଦେଖାଯାଉନାହିଁ
উদাহরণ : ବସନ୍ତ ରୋଗ ଯୋଗୁଁ ତା'ର ଗୋଟିଏ ଆଖି ଚାଲିଗଲା ଓ ସେ କଣା ହୋଇଗଲା
সমার্থক : ଏକଆଖିଆ
जिसकी एक आँख खराब हो या एक आँख से दिखाई न दे।
Having or showing only one eye.
ইনস্টল