অর্থ : ରୁକ୍ଷ ହେବାର ଅବସ୍ଥା ବା ଭାବ
উদাহরণ :
ସ୍ୱାର୍ଥ ଯୋଗୁଁ ମୁଁ ତାଙ୍କ କଠୋରତା ସହିନେଉଛି ନହେଲେ କଠୋରତା କଣ ଭଲ ଲାଗେ?
সমার্থক : ଉଗ୍ରତା, କର୍କଶତା, ରୁକ୍ଷତା
অন্যান্য ভাষায় অনুবাদ :
Venom secreted by certain snakes.
snake venomঅর্থ : କଠୋର ହେବାର ଅବସ୍ଥା ବା ଭାବ
উদাহরণ :
ଶୁଖିଲା ମାଟିର କଠିନତା ଦୂର କରିବାପାଇଁ ସେଥିରେ ପାଣି ଢାଳ
অন্যান্য ভাষায় অনুবাদ :
অর্থ : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
উদাহরণ :
ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
সমার্থক : କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନିଷ୍ଠୁରତା, ନୃଶଂସତା, ହୃଦୟହୀନତା
অন্যান্য ভাষায় অনুবাদ :
অর্থ : ରୁକ୍ଷ ହେବାର ଅବସ୍ଥା ବା ଭାବ
উদাহরণ :
ରକ୍ଷା ଆଜି ବଡ଼ ରୁକ୍ଷତାରସହ ମୋତେ କଥାବାର୍ତ୍ତା କଲା
অন্যান্য ভাষায় অনুবাদ :
Objectivity and detachment.
Her manner assumed a dispassion and dryness very unlike her usual tone.অর্থ : କଠୋର ବ୍ୟବହାର
উদাহরণ :
କେବେକେବେ ପୋଲିସକୁ ଅପରାଧିମାନଙ୍କ ସହିତ କଠୋରତା ଦେଖାଇବାକୁ ପଡ଼େ
সমার্থক : କଠୋରପଣ
অন্যান্য ভাষায় অনুবাদ :