অর্থ : କଠିନ ହେବାର ଅବସ୍ଥା ବା ଭାବ
উদাহরণ :
ଜୀବନ ମାର୍ଗରେ କଠିନତା ଆସିଲେବି ଯେ ଭୟଭୀତ ହୁଏ ନାହିଁ ସେ ବାହାଦୁର ବୋଲି ବିବେଚିତ ହୁଏ
অন্যান্য ভাষায় অনুবাদ :
The quality of being difficult.
They agreed about the difficulty of the climb.অর্থ : କଠୋର ହେବାର ଅବସ୍ଥା ବା ଭାବ
উদাহরণ :
ଶୁଖିଲା ମାଟିର କଠିନତା ଦୂର କରିବାପାଇଁ ସେଥିରେ ପାଣି ଢାଳ
অন্যান্য ভাষায় অনুবাদ :