সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସ୍ତ୍ରୀଲୋକଙ୍କର ଘୋଡ଼ିହେବା ବସ୍ତ୍ର ବା ଚାଦର
উদাহরণ : ଶ୍ୱଶୁରାଳୟକୁ ଯିବା ସମୟରେ ସେ ଲାଲ ଓଢ଼ଣୀ ଘୋଡ଼ିହୋଇଥିଲା
অন্যান্য ভাষায় অনুবাদ :हिन्दी
स्त्रियों के ओढ़ने का वस्त्र या चादर।
অর্থ : ସ୍ତ୍ରୀମାନଙ୍କର ପିନ୍ଧିବା ବା ଢାଙ୍କିହେବାର ବସ୍ତ୍ର
উদাহরণ : ତାର ଲାଲ ଓଢ଼ଣୀ ପବନରେ ତରଙ୍ଗାୟିତ ହେବା ନଜରରେ ପଡ଼ିଲା
সমার্থক : ଆସ୍ତରଣ, ଉପରାଣ, ଖଣ୍ଡୁଆ
स्त्रियों के पहनने या ओढ़ने का कपड़ा।
অর্থ : ଉପର ଆଡ଼ୁ ଶରୀରକୁ ଢାଙ୍କିରଖୁଥିବା ଲୁଗା
উদাহরণ : ଠାଏ ଠାଏ ଫାଟିଯାଇଥିବା ଉତ୍ତରୀ ତା ନିର୍ଦ୍ଧନତାକୁ ପ୍ରମାଣିତ କରେ
সমার্থক : ଉତ୍ତରୀ
ऊपर से शरीर ढाँकने का एक कपड़ा।
ইনস্টল