অর্থ : ଏକ ସାମାଜିକ ବା ବାଣିଜିକ ସମ୍ବନ୍ଧ
উদাহরণ :
ସେ ଦେଶର ଜଣାଶୁଣା ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଚିନ୍ତା କରୁଛି
সমার্থক : ଟାଇ-ଅପ୍, ଟାଇଅପ୍, ମିଳନ, ମିଶ୍ରଣ, ସାଯୋଗସାଧନ
অন্যান্য ভাষায় অনুবাদ :
A social or business relationship.
A valuable financial affiliation.অর্থ : ଦୁଇଟି ବା ଦୁଇଟିରୁ ଅଧିକ ବସ୍ତୁକୁ ମିଶାଇ ଗୋଟିଏ କରିବାର କାମ
উদাহরণ :
ତତ୍ତ୍ୱର ଏକୀକରଣ ଯୋଗୁଁ ଯୌଗିକ ସୃଷ୍ଟିହୁଏ
অন্যান্য ভাষায় অনুবাদ :
The act of making or becoming a single unit.
The union of opposing factions.