অর্থ : ଏହି ସଂସ୍ଥା ଯାହାର ଉଦ୍ଦେଶ୍ୟ କଳା,ସାହିତ୍ୟ,ବିଜ୍ଞାନ ଆଦିର ଉନ୍ନତି ତଥା ପ୍ରଚାର କରିବା
উদাহরণ :
ହିନ୍ଦୀ ଏକାଡ଼େମୀ ହିନ୍ଦୀର ବିକାଶ ଓ ପ୍ରସାରରେ ଲାଗିଛି
সমার্থক : ଅକାଦେମୀ
অন্যান্য ভাষায় অনুবাদ :
অর্থ : ;ଜ୍ଞାନର ଉନ୍ନତି ଲାଗି ପ୍ରସ୍ତୁତ ଭବନ
উদাহরণ :
ଏହି ଆକାଦେମୀରେ କେତୋଟି ବଡ଼ବଡ଼ ବଖରା ଅଛି
সমার্থক : ଆକାଦେମୀ