অর্থ : ମିଶିଯିବାର ଅବସ୍ଥା ଅବା ଭାବ
উদাহরণ :
ଏକାଠି ରହିବା ଭାରତୀୟ ପରିବାରର ସବୁଠାରୁ ବଡ ପରିଚୟ
সমার্থক : ମିଶି ରହିବା, ମେଣ୍ଟ ହୋଇ ରହିବା, ଯୋଡି ହୋଇରହିବା, ଯୌଥ
অন্যান্য ভাষায় অনুবাদ :
The state of being connected.
The connection between church and state is inescapable.