অর্থ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
উদাহরণ :
ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
সমার্থক : ଏକତ୍ରିତ ହେବା, ଏକାଠି ହେବା, ଭେଟିବା, ମିଳିବା, ମିଶିବା, ସଂଘବଦ୍ଧ ହେବା
অন্যান্য ভাষায় অনুবাদ :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।