সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
উদাহরণ : କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
সমার্থক : ଆକଳନ, ଏକାଠି, ସଂକଳନ, ସଂଗ୍ରହ
অন্যান্য ভাষায় অনুবাদ :हिन्दी English
कोई चीज़ एकत्र या इकट्ठा करके रखने की क्रिया या भाव।
The act of gathering something together.
অর্থ : ସମୂହ ରୂପରେ ବା ଜଣେ ଅନ୍ୟ ସହିତ
উদাহরণ : ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା
সমার্থক : ଏକାସାଙ୍ଗ, ଏକାସାଥୀ, ମିଳିମିଶି, ସାଙ୍ଗ, ସାଥୀ
समूह के रूप में या एक-दूसरे के संग।
In each other's company.
অর্থ : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
উদাহরণ : ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
সমার্থক : ଏକତ୍ରିତ, ଜମା
इकट्ठा किया हुआ या एक जगह लाया हुआ।
Brought together in one place.
ইনস্টল