অর্থ : କୌଣସି ପୂର୍ଣ୍ଣବର୍ଗ ବା ସମୂହର କୌଣସି ଏଭଳି ଅଙ୍ଗ ବା ଭାଗ ଯାହାକୁ ବିଶ୍ଳେଷଣପାଇଁ ସ୍ୱତନ୍ତ୍ର ଭାବରେ ଗ୍ରହଣକରାଯାଏ
উদাহরণ :
ଆମ ସମାଜ ଅନେକ ଛୋଟବଡ଼ ଏକକକୁ ନେଇ ଗଠିତ
অন্যান্য ভাষায় অনুবাদ :
An individual or group or structure or other entity regarded as a structural or functional constituent of a whole.
The reduced the number of units and installations.অর্থ : ଯେଉଁ ମାତ୍ରା ବା ମାନ କୌଣସି ପ୍ରକାର ମାପର ମାନକ ରୂପେ ଧରାଯାଏ
উদাহরণ :
ତାପମାତ୍ରାର ଏକକ ହେଉଛି ଡିଗ୍ରୀ ସେଣ୍ଟିଗ୍ରେଡ୍
অন্যান্য ভাষায় অনুবাদ :
Any division of quantity accepted as a standard of measurement or exchange.
The dollar is the United States unit of currency.অর্থ : ଏକ ସହିତ ସମ୍ବନ୍ଧ ରଖୁଥିବା ବା ଯେଉଁଥିରେ ଏକ ହିଁ ଥାଏ
উদাহরণ :
ଏହା ଏକକ ପ୍ରଣାଳୀ
অন্যান্য ভাষায় অনুবাদ :
Being or characteristic of a single thing or person.
Individual drops of rain.